ବିଧାନସଭା ବଜେଟ ଅଧିବେଶନ ; ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଣିଛନ୍ତି ବିରୋଧୀ
24/04/2018 at 5:54 AM

ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା- ମାତ୍ରାଧିକ ଟ୍ୟାକ୍ସ ଲଗାଇ ଲୋକଙ୍କୁ ଶୋଷ କରୁଛନ୍ତି ସରକାର
ବିରୋଧୀଙ୍କ ପକ୍ଷରୁ ମୁଲତବୀ ପ୍ରସ୍ତାବ
ଏହାସହ ଦୁଷ୍କର୍ମ ଓ ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାର ନେଇ ଆଜି ଉତ୍ତର ରଖିବେ ସରକାର
ଏହି ପ୍ରସଙ୍ଗରେ ଉତ୍ତର ରଖିବାକୁ ଗତକାଲି ବାଚସ୍ପତି ରୁଲିଂ ଦେଇଛନ୍ତି
Related Posts
ବସ୍ରେ ହେଉଥିଲେ ଗଞ୍ଜେଇ ଚାଲାଣ, ମାଡିବସିଲା ପୋଲିସ
3 October 2023
ଘରେ ଶୋଇଥିଲେ ସ୍ୱାମୀ-ସ୍ତ୍ରୀ, ଭୁଜାଲି ମାଡ଼ରେ ମହିଳା ଗୁରୁତର
3 October 2023