ଚାଲି ପାରିଲାନି ବିଧାନସଭା ; ୧୧.୩୦ ଯାଏଁ ଗୃହ ମୁଲତବୀ
23/04/2018 at 6:27 AM

ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା
ମାତ୍ର ଗୋଟିଏ ମିନିଟ ପାଇଁ ଚାଲିପାରିନଥିଲା ଗୃହ
୩୦ ସେକେଣ୍ଡରେ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି
ଦିନକୁ ଦିନ ରାଜ୍ୟର ଦୁଷ୍କର୍ମ ଓ ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାରକୁ ନେଇ ଗୃହ ଆରମ୍ଭରୁ ବିରୋଧୀ ନାରାବାଜି କରିଥିଲେ