ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ବିଧାନସଭା ଶୀତକାଳୀନ ଅଧିବେଶନ, ଜଗିବେ ୩୪ ପ୍ଲାଟୁନ୍‌ ଫୋର୍ସ

23/11/2022 at 2:03 PM

ଭୁବନେଶ୍ୱର ୨୩।୧୧ : ଶୀତକାଳୀନ ବିଧାନସଭା ଅଧିବେଶନ ଲାଗି କମିଶନରେଟ ପୋଲିସର ସୁରକ୍ଷା ବ୍ୟବସ୍ଥା। ୩ ସ୍ତରୀୟ ସୁରକ୍ଷା ବଳୟରେ ରହିବ ବିଧାନସଭା । ଭୁବନେଶ୍ବର ଡିସିପିଙ୍କ ନେତୃତ୍ବରେ ରହିବ ସୁରକ୍ଷା ବ୍ୟବସ୍ଥା।

ତେବେ ସୁରକ୍ଷା ୩୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ୨ ଜଣ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥା କୁ ସୁପରଭିଜନ କରିବେ । ୫ ଜଣ ଅତିରିକ୍ତ ଡିସିପି, ଡିଏସପି/ଏସିପି ୧୧ , ଆଇଆଇଆସି 1୩, ଏସ୍‌ଆଇ/ ଏଏସ୍‌ଆଇ 62ଜଣ  ଦ୍ଵାୟିତ୍ୱ ରେ ରହିବେ  ।  ରାଲି , ଧାରଣ ଓ ସୁରକ୍ଷାକୁ ନଜରରେ ରଖି ୫ ଟି କଣ୍ଟ୍ରୋଲ ରୁମ ରହିବ । ଷ୍ଟ୍ରାଇକିଂ ଫୋର୍ସ, କୁଇକ୍‌ ରେସପେନ୍ସ ଟିମ, ସ୍ପେଶାଲ ଟାକଟିକାଲ ୟୁନିଟ, ଆର୍ମଡ଼ ପୋଲିସ, ରୂପ ଟଫ ସିକୁରିଟି, ସାଧା ପୋଷାକ ଧାରୀ ପୋଲିସ ମୁତୟନ ହେବେ ।          

   Related Posts