ତ୍ରିପୁରା ଅଗରତାଲାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ମାଡ଼
26/09/2018 at 11:28 PM

ତ୍ରିପୁରା ୨୬/୯: ତ୍ରିପୁରା ଅଗରତାଲାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ମାଡ଼ । ମାଡ ମାରିଲେ ସ୍ଥାନୀୟ ଯୁବକ । ସ୍ଥାନୀୟ ଯୁବକ ଛାତ୍ରୀଙ୍କୁ ଗୋଡାଇ ଗୋଡାଇ ପିଟିଲେ । ତ୍ରିପୁରାର ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନରେ ପଢୁଛନ୍ତି ପାଖାପାଖି ଦେଢଶହ ଛାତ୍ରଛାତ୍ରୀ । ତ୍ରିପୁରା ଅଗରତାଲାର ରାଧାନଗର ନିକଟସ୍ଥ ଏକଲବ୍ୟ ପରିସରରେ ଅଛି ଏହି ସଂସ୍ଥାନ । ପୋଲିସ ଉପସ୍ଥିତିରେ ରୁମ୍ ରେ ପୁରାଇ ପିଟେଲ ସ୍ଥାନୀୟ ଯୁବକ । ନ୍ୟୁଜ ସେଭେନ୍ କୁ କାନ୍ଦି କାନ୍ଦି ଦୁଃଖ ଜଣାଇଲେ ଛାତ୍ରଛାତ୍ରୀ ।
Related Posts
ରାଜଧାନୀ ଉପକଣ୍ଠରେ ଫଶି ରହିଥିଲେ ୬, ଉଦ୍ଧାର କଲା ଅଗ୍ନିଶମ ବାହିନୀ
17 August 2022
ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା, ନାଳରେ ଭାସୁଛି ମୃତଦେହ
17 August 2022