Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୮୦ କୋଭିଡ୍ ପଜିଟିଭ୍
  • ||
  • ଗୁରୁବାରଠୁ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଓ ୨୦ ପାଇଁ ଜାରି ହେଲେ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ଜଳେଶ୍ୱର: ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||
  • ମୟୁରଭଞ୍ଜ: ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • ବିଜେପିରେ ବଡ ଧରଣର ପରିବର୍ତ୍ତନ, ସଂସଦୀୟ ବୋର୍ଡରୁ ହଟିଲେ ଗଡକରୀ ଓ ଚୌହାନ
  • ||

ତ୍ରିପୁରା ଅଗରତାଲାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ମାଡ଼

26/09/2018 at 11:28 PM

ତ୍ରିପୁରା ୨୬/୯: ତ୍ରିପୁରା ଅଗରତାଲାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ମାଡ଼ । ମାଡ ମାରିଲେ ସ୍ଥାନୀୟ ଯୁବକ । ସ୍ଥାନୀୟ ଯୁବକ ଛାତ୍ରୀଙ୍କୁ ଗୋଡାଇ ଗୋଡାଇ ପିଟିଲେ । ତ୍ରିପୁରାର ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନରେ ପଢୁଛନ୍ତି ପାଖାପାଖି ଦେଢଶହ ଛାତ୍ରଛାତ୍ରୀ । ତ୍ରିପୁରା ଅଗରତାଲାର ରାଧାନଗର ନିକଟସ୍ଥ ଏକଲବ୍ୟ ପରିସରରେ ଅଛି ଏହି ସଂସ୍ଥାନ । ପୋଲିସ ଉପସ୍ଥିତିରେ ରୁମ୍ ରେ ପୁରାଇ ପିଟେଲ ସ୍ଥାନୀୟ ଯୁବକ । ନ୍ୟୁଜ ସେଭେନ୍ କୁ କାନ୍ଦି କାନ୍ଦି ଦୁଃଖ ଜଣାଇଲେ ଛାତ୍ରଛାତ୍ରୀ ।

   Related Posts