AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ତାମିଲନାଡୁରେ ଓଡିଆ ଶ୍ରମିକଙ୍କୁ ହତ୍ୟା, ୬ ଅଟକ

12/02/2020 at 10:05 PM

ରାଉରକେଲା ୧୨।୦୨: ବାହାର ରାଜ୍ୟକୁ କାମ କରିବାକୁ ଯାଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଶିବୁ ଗାଗରାଜ ବୋଲି ଜଣାପଡିଛି । ସେ ତାମିଲନାଡୁ ଅସୁରରେ ରହି କାମ କରୁଥିଲେ ।

ସୂଚନାଯୋଗ୍ୟ ଯେ,  ତାମିଲନାଡୁ ଅସୁରରେ ଓଡିଆ ଶ୍ରମିକଙ୍କୁ ହତ୍ୟା । ଶିବୁଙ୍କ  ତଣ୍ଟି କାଟି ହତ୍ୟା କରାଯାଇଥିବା ସୂଚନା ମିଳିଛି । ଗତ ୪ମାସ ତଳେ କାମ କରିବାକୁ ତାମିଲନାଡୁ ଯାଇଥିଲେ ଶିବୁ । ତେବେ ଶିବୁ ହତ୍ୟାକାଣ୍ଡ ପଛରେ ସଂପୃକ୍ତି ନେଇ ଅସୁର ଥାନାରେ ୬ଜଣଙ୍କୁ ଅଟକ ରଖି ପଚାରଉଚରା ଜାରି ରଖିଛି ପୋଲିସ  ।

   Related Posts