ତାମିଲନାଡୁରେ ଓଡିଆ ଶ୍ରମିକଙ୍କୁ ହତ୍ୟା, ୬ ଅଟକ
12/02/2020 at 10:05 PM

ରାଉରକେଲା ୧୨।୦୨: ବାହାର ରାଜ୍ୟକୁ କାମ କରିବାକୁ ଯାଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଶିବୁ ଗାଗରାଜ ବୋଲି ଜଣାପଡିଛି । ସେ ତାମିଲନାଡୁ ଅସୁରରେ ରହି କାମ କରୁଥିଲେ ।
ସୂଚନାଯୋଗ୍ୟ ଯେ, ତାମିଲନାଡୁ ଅସୁରରେ ଓଡିଆ ଶ୍ରମିକଙ୍କୁ ହତ୍ୟା । ଶିବୁଙ୍କ ତଣ୍ଟି କାଟି ହତ୍ୟା କରାଯାଇଥିବା ସୂଚନା ମିଳିଛି । ଗତ ୪ମାସ ତଳେ କାମ କରିବାକୁ ତାମିଲନାଡୁ ଯାଇଥିଲେ ଶିବୁ । ତେବେ ଶିବୁ ହତ୍ୟାକାଣ୍ଡ ପଛରେ ସଂପୃକ୍ତି ନେଇ ଅସୁର ଥାନାରେ ୬ଜଣଙ୍କୁ ଅଟକ ରଖି ପଚାରଉଚରା ଜାରି ରଖିଛି ପୋଲିସ ।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ୟୁକ୍ରେନର ଏହି ଗ୍ରାମକୁ ନିଜର ବୋଲି ଦାବି କଲା ଋଷ, ଉଗ୍ର ହୋଇପାରେ ସଂଘର୍ଷ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023
ବ୍ରିଟେନରେ ବିବାଦରେ ସୁନକଙ୍କ ଶ୍ୱଶୁରଙ୍କ କମ୍ପାନି, ଟିକସ ବକେୟା ଅଭିଯୋଗ
31 January 2023