oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ଇଣ୍ଡିଆନ୍‌ ଷ୍ଟାର୍‌ସ୍‌ ଆୱାର୍ଡ : ଓଡିଆ ପ୍ରତିଯୋଗୀ ଅନୀତା ଓ ସଂସ୍କୃତି ରନର୍ସ ଅପ୍

27/07/2021 at 6:04 PM

ଭୁବନେଶ୍ବର ୨୭।୭: ମୁମ୍ବାଇ ଅନ୍ଧେରୀ ଓେଷ୍ଟଠାରେ ଅନୁଷ୍ଠିତ ହୋଇଥିଲା ଇଣ୍ଡିଆନ୍‌ ଷ୍ଟାର୍‌ସ୍‌ ଆୱାର୍ଡ- ଗ୍ଲୋବାଲ୍‌ ଇଣ୍ଡିଆ ଡିଭାଇନ୍‌ ଫ୍ୟାସନ୍‌ ସୋ’ । ଏଥିରେ ମିସ୍ ଓ ମିସେସ୍ ଗ୍ଲୋବାଲ ଇଣ୍ଡିଆ ଡିଭାଇନ୍ ପ୍ରତିଯୋଗିତାରେ ଓଡିଆ ମଡେଲ ସଂସ୍କୃତି ସାମଲ ଓ ଅନୀତା ପାତ୍ର ପ୍ରଥମ ରନର୍ସ ଅପ୍ ହୋଇଛନ୍ତି । ଏହି ପ୍ରତିଯୋଗୀଙ୍କୁ ଷ୍ଟାର୍ ଆଓ୍ବାର୍ଡରେ ସମ୍ମାନିତ କରାଯାଇଛି ।

ଏହାସହ ଅନୀତା ବ୍ରାଣ୍ଡ ଆମ୍ବାସାଡାର ଟଇଟଲ କ୍ରାଉନ ପିନ୍ଧିଛନ୍ତି । ବଲିଉଡ୍‌ ଅଭିନେତ୍ରୀ ଆରତୀ ନାଗପାଲଙ୍କ ସହ ସେ ରାମ୍ପ୍ ୱାକ୍‌ ମଧ୍ୟ କରିଥିଲେ  । ତାଙ୍କ ସହ ସଂସ୍କୃତି ସାମଲ ମଧ୍ୟ କ୍ରାଉନ ପିନ୍ଧିଛନ୍ତି । ଫ୍ୟାସନ୍‌ ଜଗତରେ ସଫଳତାର ପାହାଚ ଚଢିଛନ୍ତି ସଂସ୍କୃତି ।

ମଙ୍ଗଳବାର ଭୁବନେଶ୍ବର ବିମାନବନ୍ଦରରେ ଦୁଇ ପ୍ରତିଯୋଗୀ ପହଞ୍ଚିଥିବାବେଳେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଷ୍ଟାର୍ ଆଓ୍ବାର୍ଡରେ ସମ୍ମାନିତ ହୋଇଥିବା ସଂସ୍କୃତି ସାମଲ କହିଛନ୍ତି, ସେ ଏଥିପାଇଁ ବେଶ୍ ଖୁସି ଅଛନ୍ତି । ସେ କେବେ ଭାବିନଥିଲେ ସେ ପ୍ରଥମ ରନର୍ସ ଅପ୍ ହେବେ ବୋଲି । ଏହି କ୍ରାଉନ ପାଇ ସେ ବହୁତ ଖୁସି ଅଛନ୍ତି । କଠିନ ପରିଶ୍ରମ ସବୁବେଳେ ସଫଳତା ଆଣିଦିଏ ବୋଲି ସେ କହିଛନ୍ତି । ମେଣ୍ଟର ଅନୀତା ପାତ୍ରଙ୍କଠାରୁ ସେ ପ୍ରେରଣା ପାଇଥିବା ସେ କହିଛନ୍ତି ।

   Related Posts