ଓଡ଼ିଆ ଚଳଚିତ୍ର ‘ହେଲୋ ଆର୍ସି’ କୁ ଶ୍ରେଷ୍ଠ ଆଞ୍ଚଳିକ ଚଳଚିତ୍ର
4/05/2018 at 6:40 AM

୬୫ତମ ଜାତୀୟ ଚଳଚିତ୍ର ପୁରସ୍କାର ବିତରଣ ଉତ୍ସବରେ ଓଡ଼ିଆ ଚଳଚିତ୍ର ହେଲୋ ଆର୍ସି କୁ ଶ୍ରେଷ୍ଠ ଆଞ୍ଚଳିକ ଚଳଚିତ୍ର
୩ଟି ପୁରସ୍କାର ହାସଲ କରିଛି ଏହି ଫିଲ୍ମ
ଶ୍ରେଷ୍ଠ ଓଡ଼ିଆ ଚିତ୍ର,ଶ୍ରେଷ୍ଠ ଚିତ୍ରନାଟ୍ୟ ଓ ସ୍ୱତନ୍ତ୍ର ବର୍ଗରେ ପୁରସ୍କାର ପାଇଛି
ଫିଲ୍ମରେ ଅଭିନୟ ପାଇଁ ପ୍ରକୃତି ମିଶ୍ରଙ୍କୁ ସ୍ୱତନ୍ତ୍ର ସମ୍ମାନ ଭାବେ ପୁରସ୍କୃତ କରାଯାଇଛି