ମାଓ ହମଲା: ଛତିଶଗଡ ସୀମାନ୍ତରେ ଓଡିଆ ଯବାନ ବ୍ରଜମୋହନ ଶହିଦ
27/10/2018 at 9:43 PM

ରାୟପୁର୨୭|୧୦: ଓଡ଼ିଶା ଛତିଶଗଡ଼ ସୀମା ବିଜାପୁରରେ ମାଓ ହମାଲା ହୋଇଛି । ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସିଆରପିଏଫର ବୁଲେଟପ୍ରୁଫ ଗାଡି ଉଡିଯାଇଛି । ଏଥିରେ ଥିବା ୪ ଜଣ ସିଆରପିଏଫ ଯବାନ ଶହୀଦ ହୋଇଥିବାବେଳେ ୨ଜଣ ଆହତ ହୋଇଛନ୍ତି । ୪ଜଣ ଶହିଦଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ମଧ୍ୟ ରହିଛନ୍ତି । ଶହିଦ ହୋଇଥିବା ଓଡିଆ ଯବାନଙ୍କ ନାଁ ବ୍ରଜମୋହନ ବେହେରା । କେଉଁଝର ଆନନ୍ଦପୁର ଅଂଚଳର ନଦୁଆଁ ଗାଁରେ ବ୍ରଜମୋହନଂକ ଘର । ବିଜାପୁରରେ ହାବିଲଦାର ଭାବେ ସିଆରପିଏଫରେ କାମ କରୁଥିଲେ ।
Related Posts
ଭାରତୀୟ ବାୟୁସେନାର ନୂଆ ଉପମୁଖ୍ୟ ହେଲେ ଏୟାର ମାର୍ଶଲ ଏପି ସିଂହ
1 February 2023