ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

‘ନିଆଳୀ ମାଧବ ପୀଠରୁ ଆସିଛି ଭାର’, ଭଜନ ରିଲିଜ୍

15/11/2022 at 4:01 PM

କଟକ: ପ୍ରଥମାଷ୍ଟମୀ ଅବସରରେ ପ୍ରିୟଦର୍ଶିନୀ ପ୍ରଡକ୍ସନ ଦ୍ୱାରା ପ୍ରସ୍ତୁତ ମ୍ୟୁଜିକ ଭିଡ଼ିଓ ‘ନିଆଳୀ ମାଧବ ପୀଠରୁ ଆସିଛି ଭାର’ ମୁକ୍ତିଲାଭ କରିଛି। ନଭେମ୍ୱର ୧୬ପେ ପ୍ରଥମାଷ୍ଟମୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁଢୁଆଁର ଅବ୍ୟବହିତ ପୂର୍ବରୁ ପ୍ରସ୍ତୁତ ହୋଇଛି ଏହି ଭାବଭକ୍ତିପୂର୍ଣ୍ଣ ଭିଡିଓ ।

ଏହାର ଗୀତ ରଚନା କରିଛନ୍ତି ଯୁବ ଗୀତିକାର ଅଜୟ କୁମାର ସେଠୀ । ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଲକ୍ଷ୍ମୀଧର ରାଉତରାୟ । ଏହାର ପ୍ରଯୋଜକ ହେଉଛନ୍ତି ରମାକାନ୍ତ ନାୟକ । କଟକସ୍ଥିତ ମଣିବାବା ଷ୍ଟୁଡିଓରେ ଏହାର ରେକର୍ଡିଂ ହୋଇଛି ।

   Related Posts