‘ନିଆଳୀ ମାଧବ ପୀଠରୁ ଆସିଛି ଭାର’, ଭଜନ ରିଲିଜ୍

Published By : Prameya-News7 Bureau | November 15, 2022 IST

କଟକ: ପ୍ରଥମାଷ୍ଟମୀ ଅବସରରେ ପ୍ରିୟଦର୍ଶିନୀ ପ୍ରଡକ୍ସନ ଦ୍ୱାରା ପ୍ରସ୍ତୁତ ମ୍ୟୁଜିକ ଭିଡ଼ିଓ ‘ନିଆଳୀ ମାଧବ ପୀଠରୁ ଆସିଛି ଭାର’ ମୁକ୍ତିଲାଭ କରିଛି। ନଭେମ୍ୱର ୧୬ପେ ପ୍ରଥମାଷ୍ଟମୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁଢୁଆଁର ଅବ୍ୟବହିତ ପୂର୍ବରୁ ପ୍ରସ୍ତୁତ ହୋଇଛି ଏହି ଭାବଭକ୍ତିପୂର୍ଣ୍ଣ ଭିଡିଓ ।

{"id":709612,"sizeSlug":"full","linkDestination":"none"}

ଏହାର ଗୀତ ରଚନା କରିଛନ୍ତି ଯୁବ ଗୀତିକାର ଅଜୟ କୁମାର ସେଠୀ । ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଲକ୍ଷ୍ମୀଧର ରାଉତରାୟ । ଏହାର ପ୍ରଯୋଜକ ହେଉଛନ୍ତି ରମାକାନ୍ତ ନାୟକ । କଟକସ୍ଥିତ ମଣିବାବା ଷ୍ଟୁଡିଓରେ ଏହାର ରେକର୍ଡିଂ ହୋଇଛି ।

{"id":709611,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.