ରେଳ ବିଭାଗ ପୁସ୍ତକରେ ସ୍ଥାନ ପାଇଲା ଓଡ଼ିଆ ଶିଳ୍ପୀଙ୍କ ପେଣ୍ଟିଙ୍ଗ

Published By : Prameya-News7 Bureau | June 14, 2018 IST

ରେଳ ମନ୍ତ୍ରାଳୟର ଉପଲବ୍ଧିକୁ ନେଇ ପ୍ରକାଶିତ ପୁସ୍ତକର ପ୍ରଚ୍ଛଦ ପୃଷ୍ଠାରେ ସ୍ଥାନ ପାଇଛି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପେଣ୍ଟିଙ୍ଗ | କର୍ମଚାରୀ ଜଣକ ଭୁବନେଶ୍ୱର ସ୍ଥିତ ଇଷ୍ଟ କୋଷ୍ଟ ରେଲୱେ ମୁଖ୍ୟାଳୟରେ କାର୍ଯ୍ୟରତ ୩୫ ବର୍ଷୀୟ ଓଡ଼ିଆ କର୍ମଚାରୀ ଶ୍ୟାମ ସୁନ୍ଦର ଆଚରି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.