ବାଲିରେ ନାଚିବେ ଓଡ଼ିଆ କଳାକାର, ଜୋରଦାର ପ୍ରସ୍ତୁତିରେ ଲାଗିଛନ୍ତି ଗୁରୁ ଓ ଶିଷ୍ୟ

ଖଲ୍ଲିକୋଟ ୨୯/୦୫: ଇଣ୍ଡୋନେସିଆ ବାଲିରେ ଜମିବ ବାଲିଯାତ୍ରା କଳିଙ୍ଗ ମହୋତ୍ସବ । କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ସହଭାଗିତାରେ ହେବ ଏହି ମହୋତ୍ସବ । ଏହି ଅବସରରେ କଳା ଓ ସଂସ୍କୃତିର ସହର ଛତ୍ରପୁରର ଜୟ ଗଣେଷ କଳା ବିକାଶ କେନ୍ଦ୍ରର ଓଡିଶୀ ନୃତ୍ୟୁ ଗୁରୁ ଅଳକା ସାହୁଙ୍କ ଟିମ ମଧ୍ୟ ଏହି ମହୋତ୍ସବରେ ନିଜର ନୃତ୍ୟ କଳା ପ୍ରଦର୍ଶନ କରିବେ । କଳିଙ୍ଗ ଇଟଂରନ୍ୟାସନାଲ ୟୁଥ୍ ଫାଉଣ୍ଡେସନ ପକ୍ଷରୁ ନୃତ୍ୟୁଗୁରୁ ଅଳକା ସାହୁଙ୍କୁ ଚିଠି ଆସିଛି … Continue reading ବାଲିରେ ନାଚିବେ ଓଡ଼ିଆ କଳାକାର, ଜୋରଦାର ପ୍ରସ୍ତୁତିରେ ଲାଗିଛନ୍ତି ଗୁରୁ ଓ ଶିଷ୍ୟ