ଅପେକ୍ଷା ଶେଷ : ଘୋଷଣା ହେଲା ୨୦୨୩ ବିଶ୍ୱକପର୍ ଖେଳସୂଚୀ, ଅଷ୍ଟ୍ରେଲିଆ ସହିତ ଭାରତର ପ୍ରଥମ ମ୍ୟାଚ୍
ମୁମ୍ବାଇ ୨୭।୦୬ : ଅପେକ୍ଷାର ହେଲା ଅନ୍ତ । ଘୋଷଣା ହେଲା ଦିନିକିଆ ବିଶ୍ୱକପ୍ ୨୦୨୩ର ଖେଳସୂଚୀ । ଆରମ୍ଭ ହେଲା ବିଶ୍ୱକପ୍ କାଉଣ୍ଟଡାଉନ୍ । ମୁମ୍ବାଇର ଓ୍ୱାଙ୍ଖଡେ ଷ୍ଟାଡିୟମରେ ବିସିସିଆଇ ଏବଂ ଆଇସିସି ପକ୍ଷରୁ ୨୦୨୩ ବିଶ୍ୱକପ୍ର କ୍ରୀଡାସୂଚୀ ଘୋଷଣା କରାଯାଇଛି । ତେବେ ଆସନ୍ତୁ ଜାଣିବା ପ୍ରଥମେ ମ୍ୟାଚ୍ କେବେ ଆଉ କାହା କାହା ମଧ୍ୟରେ ଖେଳାଯିବ… ଦିନିକିଆ ବିଶ୍ୱକପ୍ ୨୦୨୩ର ଆରମ୍ଭ ଅକ୍ଟୋବର ୫ରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ ଡିଫେଣ୍ଡିଙ୍ଗ … Continue reading ଅପେକ୍ଷା ଶେଷ : ଘୋଷଣା ହେଲା ୨୦୨୩ ବିଶ୍ୱକପର୍ ଖେଳସୂଚୀ, ଅଷ୍ଟ୍ରେଲିଆ ସହିତ ଭାରତର ପ୍ରଥମ ମ୍ୟାଚ୍
Copy and paste this URL into your WordPress site to embed
Copy and paste this code into your site to embed