oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ଆପଣଙ୍କ ଜନ୍ମ ତିଥିରେ ରହିଛି ୨୦୨୦ ର ସମସ୍ତ ସମସ୍ୟାର ରହସ୍ୟ, ଜାଣନ୍ତୁ ଏହାର ସମାଧାନ

6/01/2020 at 11:28 AM

କୌଣସି ବ୍ୟକ୍ତିଙ୍କର ଜନ୍ମ ତାରିଖରୁ ତାଙ୍କର ବ୍ୟକ୍ତିତ୍ୱ ବିଷୟରେ ଜାଣି ହେବ । ଭାରତର ପ୍ରସିଦ୍ଧ ଜ୍ୟୋତିର୍ବିଦ ପଣ୍ଡିତ ଶୈଳନ୍ଦ୍ର ପାଣ୍ଡେ ଏ ସମ୍ପର୍କରେ ଅଧିକ ଆଲୋକପାତ କରିଛନ୍ତି । ଜନ୍ମ ତାରିଖରୁ ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ବିଷୟରେ ନିଶ୍ଚୟ ଜାଣିପାରିବେ । ଏହା ସହ ହେବାକୁ ଥିବା ସମସ୍ୟା ଓ ତହାର ସମାଧାନ ବିଷୟରେ ଜାଣି ପାରିବେ ।

ଯଦି ଆପଣଙ୍କର ଜନ୍ମ ତିଥି ୦୧,୧୦,୧୯ କିମ୍ବା ୨୮ ମଧ୍ୟରେ ହୋଇଥିବ

ତେବେ ସଫଳତା ଆପଣଙ୍କୁ ଏହି ବର୍ଷ ମିଳିବାର ସମ୍ଭାବନା ବହୁତ ଅଧିକ ।

ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ଲାଭଦାୟୀ ହେବ ।

ଯଦି ୦୨,୧୧,୨୦,୨୯ ତାରିଖରେ ଆପଣ ଜନ୍ମ ହୋଇଥିବେ

ତେବେ ସ୍ୱାସ୍ଥ୍ୟ ବିଷୟରେ ଧ୍ୟାନ ରଖନ୍ତୁ ।

ଭଲ ସ୍ୱାସ୍ଥ୍ୟ ପାଇଁ ଆପଣ ଶିବଙ୍କର ଆରାଧନା କରନ୍ତୁ ।

୦୩,୧୨,୨୧ ଓ ୩୦ ତାରିଖରେ ଜନ୍ମ ହୋଇଥିଲେ

ପାରିବାରିକ ସମ୍ପର୍କ ଓ ସମ୍ପର୍କ ବିଷୟରେ ଧ୍ୟାନ ରଖନ୍ତୁ
ସମସ୍ତ ସମସ୍ୟା ଦୂର କରିବା ପାଇଁ ଶ୍ରୀ ହରି ଓ ବିଷ୍ଣୁଙ୍କର ଆରାଧନା କରନ୍ତୁ

ଆପଣଙ୍କ ଜନ୍ମ ୦୪,୧୩,୨୨ ଓ ୩୧ ମଧ୍ୟରେ ହୋଇଥିଲେ

ଆପଣ ଚିନ୍ତାଗ୍ରସ୍ତ ରହି ପାରନ୍ତି । ମାନସିକ ସମସ୍ୟା ରହିପାରେ ।

ଭଲ ସ୍ୱାସ୍ଥ୍ୟ ପାଇଁ ଶିବଙ୍କର ପୂଜାର୍ଚ୍ଚନା କରନ୍ତୁ ।

ଆପଣ ୦୫,୧୪ ଓ ୨୩ ତାରିଖରେ ଜନ୍ମ ହୋଇଥିଲେ
ଆପଣ ପରିବାର ଅଧିକ ଯତ୍ନ ନିଅନ୍ତ ।
ଭଗବାନ ଗଣେଶଙ୍କର ପୂଜା କରନ୍ତୁ ।

ଆପଣ ୦୬,୧୫, କିମ୍ବା ୨୪ ତାରିଖରେ ଜନ୍ମ ହୋଇଥିଲେ

ଚଳିତ ବର୍ଷ ଦୁର୍ଘଟଣା କିମ୍ବା ଚିକିତ୍ସା ଯୋଗ ରହିଛି ।
ସୁରକ୍ଷା ପାଇଁ ନିୟମିତ ସୂର୍ଯ୍ୟଦେବଙ୍କର ପୂଜା କରନ୍ତୁ ।

ଆପଣଙ୍କର ଜନ୍ମ ୦୭,୧୬, ୨୫ ହୋଇଥିଲେ

ପ୍ରେମ ଓ ବିବାହରେ ଆପଣ ଯତ୍ନବାନ ହୁଅନ୍ତୁ

ସମସ୍ୟାରୁ ମୁକ୍ତି ପାଇବା ପାଇଁ ଶିବଙ୍କର ପୂଜାର୍ଚ୍ଚନା କରନ୍ତୁ ।

ଆପଣଙ୍କର ଜନ୍ମ ତାରିଖ ୦୮,୧୭ କିମ୍ବା ୨୬ ତାରିଖରେ ହୋଇଥିଲେ ।

ଏହି ବର୍ଷ କୌଣସି ନିଷ୍ପତ୍ତି ନେଉଥିଲେ ଟିକେ ସାବଧାନ ରୁହନ୍ତୁ

ସକଳ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଶନି ଦେବଙ୍କର ପୂଜାର୍ଚ୍ଚନା କରନ୍ତୁ ।

ଆପଣଙ୍କ ଜନ୍ମ ତିଥି ୦୯,୧୮ କିମ୍ବା ୨୭ ହୋଇଥିଲେ

ଆର୍ଥିକ ସ୍ଥିତି ପ୍ରତି ଧ୍ୟାନ ଦିଅନ୍ତୁ
ହନୁମାନଙ୍କର ନିୟମିତ ଉପାସନା କରନ୍ତୁ ।

   Related Posts