ନୂଆପଡା ଜିଲ୍ଲା ହଳଦୀ ଗାଁରେ ପୁଣି ବାଘ ଆତଙ୍କ
6/06/2018 at 6:09 AM

ନୂଆପଡା ଜିଲ୍ଲା ହଳଦୀ ଗାଁରେ ପୁଣି ବାଘ ଆତଙ୍କ । ଗାଁ ନିକଟରେ ବାଘ ବୁଲୁଛନ୍ତି । ଗୋଟିଏ ବାଘ ବୁଲୁଥିବା ଗାଁ ଲୋକେ ଦେଖିଛନ୍ତି । ବାଘର ଫଟୋ ମଧ୍ୟ ଉଠାଇଛନ୍ତି ଲୋକେ । ଗାଁରେ ବାଘ ବୁଲୁଥିବା ନେଇ ଗ୍ରାମବାସୀ ବନ ବିଭାଗକୁ ଜଣାଇଛନ୍ତି । ଗତବର୍ଷ ମେ ୨୬ ତାରିଖରେ ୪ ବର୍ଷର ଶିଶୁ ଛଗନ ପାଣ୍ଡେକୁ ମା କୋଳରୁ ବାଘ ଟେକି ନେଇଥିଲା । ପରେ ପରେ ସ୍ଥାନୀୟ ଅଞ୍ଚଳରୁ ଦୁଇଟି ବାଘକୁ ଧରିଥିଲା ବନବିଭାଗ । ସେହି ବାଘ ଦୁଇଟିକୁ ନଦନ୍ଦକାନନରେ ରଖାଯାଇଛି ।
Related Posts
ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ, ଘୋଷଣା କଲେ ରାଜ୍ୟ ସରକାର
1 April 2023