suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମହୁଲ ସଂଗ୍ରହ କରିବାକୁ ଯାଇଥିଲେ, ଭାଲୁ ଆକ୍ରମଣରେ ଗୁରୁତର

19/03/2023 at 11:54 AM

ନୂଆପଡ଼ା ୧୯।୦୩ : ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ଗୁରୁତର ଯୁବକ ନୂଆପଡ଼ା ରେଞ୍ଜ ଦର୍ଲ୍ଲିମୁଣ୍ଡାର ମହେଶ ରାଉତ।

ଖବର ଅନୁଯାୟୀ, ସକାଳୁ ମହୁଲ ସଂଗ୍ରହ କରିବା ପାଇଁ ବିଲକୁ ଯାଇଥିବା ବେଳେ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ମହେଶଙ୍କ ବାପା ଓ ପାଖରେ ଥିବା ଲୋକେ ପାଟି କରିବାକୁ ମାଆ ଓ ଛୁଆ ଭାଲୁ ଜଙ୍ଗଲ ମୁହାଁ ହୋଇଥିଲେ । ସଙ୍ଗେ ସଙ୍ଗେ ଯୁବକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନିଆଯାଇଥିଲା । ଯୁବକଙ୍କ ଡାହାଣ ଗୋଡ , ହାତ ଓ ମୁହଁରେ ଗଭୀର କ୍ଷତ ଲାଗିଛି ।

   Related Posts