ଦ୍ୱିତୀୟ ଦିନରେ ନୂଆପଡା ବନ୍ଦ
6/06/2018 at 5:36 AM

ଜାତୀୟ ରାଜପଥ ୩୫୩ ନିର୍ମାଣ ଦାବିରେ ବନ୍ଦ ପାଳନ କରଯାଇଛି । ନାଗରିକ ମଞ୍ଚ ଏହି ବନ୍ଦ ଡାକରା ଦେଇଛି । କୁରୁମପୁରୀଠାରେ ବିଜେଡି ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ନୂଆପଡାରେ ବନ୍ଦ ଯେ।ଗୁଁ ଜୀବନଯାତ୍ରା ପ୍ରଭାବିତ ହେ।ଇଛି । ଦୋକାନ ବଜାର, ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ସେପଟେ ବନ୍ଦକୁ ନେଇ ଜିଲ୍ଲାପାଳ ଏକ ବୈଠକ ଡାକିଛନ୍ତି । ଗତକାଲି ମଧ୍ୟ ଜାତୀୟ ରାଜପଥ ୩୫୩ ନିର୍ମାଣ ଦାବିରେ ୨୪ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା ।