ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ନୂଆଁଖାଇ ପାଇଁ ୪ ଜିଲ୍ଲାରେ ଛୁଟି ଘୋଷଣା, ସମ୍ୱଲପୁର ଏବଂ ବରଗଡ଼ରେ ୨ଦିନ ଲେଖାଏଁ ସରକାରୀ ଛୁଟି

30/08/2022 at 6:36 PM

ଭୁବନେଶ୍ୱର, ୩୦/୦୮: ନୂଆଁଖାଇ ପାଇଁ ୪ ଜିଲ୍ଲାରେ ଛୁଟି ଘୋଷଣା । ସମ୍ୱଲପୁର ଏବଂ ବରଗଡ଼ରେ ୨ ଦିନ ଲେଖାଏଁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ସେପ୍ଟେମ୍ୱର ୧ତାରିଖ ଓ ୨ ତାରିଖ ଛୁଟି କରାଯାଇଛି । ଏଥିସହିତ ବଲଙ୍ଗୀର ଏବଂ ଝାରସୁଗୁଡ଼ାରେ ଗୋଟିଏ ଦିନ ଲେଖାଏଁ ଛୁଟି ଘୋଷଣା କରାଯାଇଛି । ବଲାଙ୍ଗୀର ଆର୍‌ଡିସି ୨ ତାରିଖ ଛୁଟି ଘୋଷଣା କରିଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାପାଳ ମଧ୍ୟ ୨ ତାରିଖ ଛୁଟି ଘୋଷଣା କରିଛନ୍ତି ।

   Related Posts