ଶିକ୍ଷା ଅନୁସନ୍ଧାନ ଡିମଡ୍ ଟୁ ବି ୟୁନିଭରସିଟି ପରିସରରେ ଅନୁଷ୍ଠିତ ହୋଇଯାଇଛି ଏନଏସଏସ ର ମେଗା ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ
6/10/2018 at 7:48 AM

ଶିକ୍ଷା ଅନୁସନ୍ଧାନ ଡିମଡ୍ ଟୁ ବି ୟୁନିଭରସିଟି ପରିସରରେ ଅନୁଷ୍ଠିତ ହୋଇଯାଇଛି ଏନଏସଏସ ର ମେଗା ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ । ଏଥିରେ ଏନଏସଏସ ର ପ୍ରତିଷ୍ଠାତା ଏସ .ଏନ ସୁବାରାଓ ଯୋଗଦେଇଥିଲେ । ଏନଏସଏସର ଗୋଲଡେନ୍ ଜୁବଲି ଅବସରରେ ଏଭଳି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛାତ୍ର ଛାତ୍ରୀ ମାନେ ଏଥିରେ ସାମିଲ ହୋଇ ବିଭିନ୍ନ ସଚେତନତା ,ଗଠନମୁଳକ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ସଂକଳ୍ପ ନେଇଥିଲେ । କାର୍ଯ୍ଯକ୍ରମରେ ସୋଆର ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ । ଅକ୍ଟୋବର ୨୯ ରୁ ନଭେମ୍ବର ୪ ତାରିଖ ଯାଏଁ ସୋଆ ପରିସରରେ ଏକ ନ୍ୟାସନାଲ ଇଣ୍ଟିଗ୍ରେସନ୍ କ୍ୟାମ୍ପ ଅନୁଷ୍ଠିତ ହେବ ବୋଲି ସୁଚନା ଦିଆଯାଇଛି ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023