Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ।। ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।। ରବିବାର ପୂର୍ବାହ୍ନରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ହୋଇଥିଲା ଗୁଳିମାଡ।। ଏସଆଇଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ ନବ ଦାସ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ଶିକ୍ଷା ଅନୁସନ୍ଧାନ ଡିମଡ୍ ଟୁ ବି ୟୁନିଭରସିଟି  ପରିସରରେ ଅନୁଷ୍ଠିତ ହୋଇଯାଇଛି ଏନଏସଏସ ର ମେଗା  ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ

6/10/2018 at 7:48 AM

ଶିକ୍ଷା ଅନୁସନ୍ଧାନ ଡିମଡ୍  ଟୁ ବି ୟୁନିଭରସିଟି  ପରିସରରେ ଅନୁଷ୍ଠିତ ହୋଇଯାଇଛି ଏନଏସଏସ ର ମେଗା  ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ । ଏଥିରେ ଏନଏସଏସ ର ପ୍ରତିଷ୍ଠାତା  ଏସ .ଏନ ସୁବାରାଓ ଯୋଗଦେଇଥିଲେ ।  ଏନଏସଏସର ଗୋଲଡେନ୍ ଜୁବଲି ଅବସରରେ ଏଭଳି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ଛାତ୍ର ଛାତ୍ରୀ ମାନେ ଏଥିରେ ସାମିଲ ହୋଇ  ବିଭିନ୍ନ ସଚେତନତା ,ଗଠନମୁଳକ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ସଂକଳ୍ପ ନେଇଥିଲେ । କାର୍ଯ୍ଯକ୍ରମରେ ସୋଆର ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ । ଅକ୍ଟୋବର ୨୯ ରୁ  ନଭେମ୍ବର ୪ ତାରିଖ ଯାଏଁ ସୋଆ ପରିସରରେ ଏକ  ନ୍ୟାସନାଲ ଇଣ୍ଟିଗ୍ରେସନ୍ କ୍ୟାମ୍ପ ଅନୁଷ୍ଠିତ ହେବ ବୋଲି ସୁଚନା ଦିଆଯାଇଛି ।

   Related Posts