ପୁରୀରେ ଏନଏସଜି ଟିମ୍, ଚାଲିଛି ଆତଙ୍କବାଦ ମୁକାବିଲାର ମକଡ୍ରିଲ୍
ପୁରୀ: ପୁରୀରେ ଏନଏସଜି। ନ୍ୟାସନାଲ ସିକୁରୁଟି ଗାର୍ଡର ମକଡ୍ରିଲ ବା ଏକସରସାଇଜ ଆଜି ପୁରୀରେ କରାଯାଇଛି। ଏନଏସଜିର ଅଧିକାରୀଙ୍କ ସହ ପୁରୀ ପୋଲିସର ମିଳିତ ମକଡ୍ରିଲ କରାଯାଇଛି। ଆତଙ୍କବାଦୀ କାର୍ଯ୍ୟକଳାପକୁ କିପରି ପ୍ରତିହିତ କରାଯାଇପାରିବ ତା ଉପରେ ଏହି ଏକସରସାଇଜ କରାଯାଇଛି। ଆଜି ପୁରୀ ଜିଲ୍ଲା ସ୍କୁଲ ଓ ଅର୍ବାନ ହାଟ ଠାରେ ଏହି ମକଡ୍ରିଲ୍ କରାଯାଇଛି। ଆସନ୍ତାକାଲି ରେଳଷ୍ଟେସନ, ବସଷ୍ଟାଣ୍ଡ, ଶ୍ରୀମନ୍ଦିରରେ ମଧ୍ୟ ଏହି ଏକସରସାଇଜ କରାଯିବା ନେଇ ଆଶା କରାଯାଉଛି। ଏନ୍ ଏସ୍ ଜି … Continue reading ପୁରୀରେ ଏନଏସଜି ଟିମ୍, ଚାଲିଛି ଆତଙ୍କବାଦ ମୁକାବିଲାର ମକଡ୍ରିଲ୍
Copy and paste this URL into your WordPress site to embed
Copy and paste this code into your site to embed