scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୁରୀରେ ଏନଏସଜି ଟିମ୍, ଚାଲିଛି ଆତଙ୍କବାଦ ମୁକାବିଲାର ମକଡ୍ରିଲ୍

24/08/2023 at 10:43 PM

ପୁରୀ: ପୁରୀରେ ଏନଏସଜି। ନ୍ୟାସନାଲ ସିକୁରୁଟି ଗାର୍ଡର ମକଡ୍ରିଲ ବା ଏକସରସାଇଜ ଆଜି ପୁରୀରେ କରାଯାଇଛି। ଏନଏସଜିର ଅଧିକାରୀଙ୍କ ସହ ପୁରୀ ପୋଲିସର ମିଳିତ ମକଡ୍ରିଲ କରାଯାଇଛି। ଆତଙ୍କବାଦୀ କାର୍ଯ୍ୟକଳାପକୁ କିପରି ପ୍ରତିହିତ କରାଯାଇପାରିବ ତା ଉପରେ ଏହି ଏକସରସାଇଜ କରାଯାଇଛି। ଆଜି ପୁରୀ ଜିଲ୍ଲା ସ୍କୁଲ ଓ ଅର୍ବାନ ହାଟ ଠାରେ ଏହି ମକଡ୍ରିଲ୍ କରାଯାଇଛି।

ଆସନ୍ତାକାଲି ରେଳଷ୍ଟେସନ, ବସଷ୍ଟାଣ୍ଡ, ଶ୍ରୀମନ୍ଦିରରେ ମଧ୍ୟ ଏହି ଏକସରସାଇଜ କରାଯିବା ନେଇ ଆଶା କରାଯାଉଛି। ଏନ୍ ଏସ୍ ଜି ର ଏହି ଏକ୍ସରସାଇଜ ବିଭିନ୍ନ ସମ୍ବେଦନଶୀଳ ଯାଗାରେ କରିଯାଇଥାଏ। ଯେହେତୁ ପୁରୀ ଶ୍ରୀମନ୍ଦିର ପ୍ରତି ଆତଙ୍କୀ ମାନଙ୍କ ଟାର୍ଗେଟରେ ରହିଥାଏ ଏବଂ ଏହା ସମ୍ବେଦନଶୀଳ ସ୍ଥାନ ହୋଇଥିବାରୁ ଏଠାରେ ମଧ୍ୟ ଏହି ଏକସରସାଇଜ କରାଯାଇପାରେ ବୋଲି ଜଣାପଡ଼ିଛି।

Also read- ଦ୍ୱନ୍ଦ୍ୱରେ ଦିଦି ! ମହାକାଶକୁ କିଏ ଯାଇଥିଲେ: ରାକେଶ ଶର୍ମା ନା ରାକେଶ ରୋଶନ ?

   Related Posts