ଶାହରୁଖ୍‌ ଖାନ୍‌ଙ୍କୁ ଟାର୍ଗେଟ୍‌ କଲା ଏନ୍‌ସିପି, କହିଲା-ଏବେ ତାଙ୍କ ଫିଲ୍ମକୁ ଆଉ ବ୍ୟାନ୍‌ କରିବନି ବିଜେପି

ମୁମ୍ଵାଇ ୨୯।୦୫: ବଲିଉଡ ଅଭିନେତା ଶାହରୁଖ ଖାନ।  ବର୍ତ୍ତମାନ ସେ ନୂଆ ସଂସଦ ଭବନର ଉଦଘାଟନକୁ ନେଇ ଏକ ଭିଡିଓ ସେୟାର କରି ଖୁସି ବ୍ୟକ୍ତ କରିଛନ୍ତି। ହେଲେ ଏବେ କିଙ୍ଗ ଖାନଙ୍କ ଏହି ଭିଡିଓକୁ ନେଇ ବର୍ତ୍ତମାନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଏହା ଉପରେ ଜବାବ ଦେଇଛନ୍ତି। ସେ କହିଛି ଯେ ମହାରାଷ୍ଟ୍ରର ବିଜେପି ନେତାମାନେ ଶାହରୁଖ ଖାନଙ୍କ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିବେ ନାହିଁ। ଗୋଟିଏ ଦିନ ପୂର୍ବରୁ ଅଭିନେତା … Continue reading ଶାହରୁଖ୍‌ ଖାନ୍‌ଙ୍କୁ ଟାର୍ଗେଟ୍‌ କଲା ଏନ୍‌ସିପି, କହିଲା-ଏବେ ତାଙ୍କ ଫିଲ୍ମକୁ ଆଉ ବ୍ୟାନ୍‌ କରିବନି ବିଜେପି