Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରେଳ ଦୁର୍ଘଟଣାକୁ ବିତିଲା ୩ଦିନ; ଏବେବି ୨ଟି ବଗିରୁ ବାହାରୁଛି ଉତ୍କଟ ଦୁର୍ଗନ୍ଧ

6/06/2023 at 10:37 PM

ସୋର ୦୬/୦୬: ଏବେବି ଦୁର୍ଘଟଣାସ୍ଥଳରୁ ଉତ୍କଟ ଦୁର୍ଗନ୍ଧ ବାହାରୁଛି। ଗତ ଜୁନ ୨ ସନ୍ଧ୍ୟା ୬:୫୫ରେ ବାହାନଗା ଷ୍ଟେସନରେ ହୋଇଥିଲା ଭୟଙ୍କର ରେଳ ଦୁର୍ଘଟଣା। କରମଣ୍ଡଳ ଓ ଯଶୋବନ୍ତ ହାୱଡା ସୁପର ଫାଷ୍ଟ ଏକ୍ସପ୍ରେସ ଦୁର୍ଘଟଣାର ଭୟ ଏବେବି ଲୋକଙ୍କ ମନରୁ ଲିଭିନି।

ସେହିଦିନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦକ୍ଷିଣ କେବିନଠାରେ ୨ଟି ବଗିରୁ ଅତି ଉତ୍କଟ ଦୁର୍ଗନ୍ଧ ବାହାରୁଛି। ସେହି ସ୍ଥାନରେ ରେଳବାଇ ସବୁଜ କପଡା ଘୋଡାଇ କାମ ଜାରି ରହିଛି। ଯାହା ଫଳରେ ଲୋକଙ୍କ ମନରେ ସନ୍ଦେହ ପ୍ରକାଶ ପାଉଛି।

ଏହା ମଧ୍ୟ ପଢ଼ନ୍ତୁ:~ବିରୋଧୀଙ୍କୁ ନିବେଦନ ଏମିତି ସମୟରେ ରାଜନୀତ କରନ୍ତୁ ନାହିଁ, ସତ୍ୟ ସାମ୍ନାକୁ ଆସିବ: ଅପରାଜିତା ଷଡ଼ଙ୍ଗୀ

   Related Posts