Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଅଙ୍ଗନୱାଡ଼ି ଓ ଡାକ୍ତରଖାନାରେ ଖୋଲିବ ଆଧାର କେନ୍ଦ୍ର

26/11/2019 at 10:33 PM

ଭୁବନେଶ୍ୱର ୨୬।୧୧ – ଅଙ୍ଗନୱାଡ଼ି ଓ ଡାକ୍ତରଖାନାରେ ଖୋଲିବ ଆଧାର କେନ୍ଦ୍ର । ଶୂନରୁ ୫ ବର୍ଷ ବୟସର ଶିଶୁଙ୍କ ଆଧାରକାର୍ଡ ପଞ୍ଜିକରଣ ଉପରେ ଗୁରୁତ୍ବାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ।

୩ ମାସ ମଧ୍ୟରେ ପ୍ରମୁଖ ଡାକ୍ତରଖାନା ଓ ଅଙ୍ଗନୱାଡ଼ି କେନ୍ଦ୍ରରେ ଖୋଲିବ ଆଧାର କେନ୍ଦ୍ର ।ଆଧାର ଡିଜିଙ୍କ ସହ ବୈଠକ ପରେ ଆଇଟି ସଚିବ ଏହି ସୂଚନା ଦେଇଛନ୍ତି ।  ଅଙ୍ଗନୱାଡ଼ି ଓ ଡାକ୍ତରଖାନାରେ ଖୋଲିବ ଆଧାର କେନ୍ଦ୍ର ଭୁବନେଶ୍ବର

   Related Posts