ନରୱେ ସମୁଦ୍ରରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ବିମାନରେ ଯାତ୍ରା କରୁଥିଲେ ୬

Published By : Prameya-News7 Bureau | February 29, 2024 IST

ନୂଆଦିଲ୍ଲୀ ୨୯/୦୧: ନରୱେରେ ହେଲିକପ୍ଟର କ୍ରାସ ଲ୍ୟାଣ୍ଡିଂ । ତେବେ ଅଳ୍ପକେ ବର୍ତ୍ତିଗଲେ ବିମାନରେ ଯାତ୍ରା କରୁଥିବା ୬ ଯାତ୍ରୀ । ବୁଧବାର ନରଓ୍ୱେରେ ଘଟିଛି ଏମିତି ଘଟଣା । ନରୱେର ବର୍ଜେନ ଆକାଶରେ ଉଡ଼ୁଥିବା ଏକ ହେଲିକପ୍ଟର ବୁଧବାର ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ନିଖୋଜ ହୋଇ ଯାଇଥିଲା।

ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ରୁମ୍‌ ସହ ତାହାର ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା । କିଛି ସମୟ ପରେ ସମୁଦ୍ରରେ ହେଲିକପ୍ଟରଟି ଖସି ପଡ଼ି ସେଥିରେ ନିଆଁ ଲାଗି ଯାଇଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ଏଥିସହ କିଛି ଲୋକ ସମୁଦ୍ରରେ ବୁଡ଼ି ଯାଉଥିବା ବେଳେ ସେମାନଙ୍କ ଚିତ୍କାର ଶୁଣିବାକୁ ପାଇଥିଲେ ।

you can also read...

wp:embed {"url":"https://www.prameyanews7.com/texas-wildfires-live-updates-at-least-1-dead-as-huge-blaze-grows-to-850000-acres/","type":"wp-embed","providerNameSlug":"prameya-news-7"}
https://www.prameyanews7.com/texas-wildfires-live-updates-at-least-1-dead-as-huge-blaze-grows-to-850000-acres/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.