୭୨ ଘଣ୍ଟା ଧରି ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାର ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକରେ ବନ୍ୟା ପରିସ୍ଥିତି
14/10/2018 at 12:35 AM

ଦକ୍ଷିଣ ଓଡ଼ିଶାରେ ତିତଲି ବନ୍ୟାର ତାଉ ସୁଧୁରୁଥିବା ବେଳେ, ଏବେ ପାଳି ଉତ୍ତର ଓଡ଼ିଶାର । ଉତ୍ତର ଓଡ଼ିଶାର ଅଧିକାଂଶ ନଦୀ ଫୁଲିଲାଣି । ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକରେ ସୃଷ୍ଟି ହେଲାଣି ବନ୍ୟା ପରିସ୍ଥିତି । ବୁଢ଼ାବଳଙ୍ଗ, କାଂଶବାଂଶ, ଗଙ୍ଗାହାର, ବୈତରଣୀ, ସୋନ, ଜଳକା ଏବଂ ସୁବର୍ଣ୍ଣରେଖା ନଦୀରେ ବଢ଼ିଛି ଜଳସ୍ତର । କେଉଁଠି ବନ୍ୟା ପାଣି ବିପଦ ସଙ୍କେତ ଟପିଲାଣି , ତ ଆଉ କେଉଁଠି ରାସ୍ତା ଉପରେ ଚାଲିଲାଣି ପାଣି ।
Related Posts
ବାଇକ୍ ଡିକି ଭାଙ୍ଗି ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
3 February 2023