ICC ଟ୍ରଫି ଜିତିବାକୁ ଖେଳାଳି ଆଦୌ ଚାପରେ ନାହାନ୍ତି: ଫାଇନାଲ ପୂର୍ବରୁ ରାହୁଲ ଦ୍ରାବିଡ

ନୂଆଦିଲ୍ଲୀ : ଗତ ୧୦ ବର୍ଷ ହେବ ଭାରତୀୟ ଦଳ ଆଇସିସି ଟ୍ରଫି ଜିତି ପାରି ନାହିଁ। ଦଳ ଏହି ସମୟରେ ଅନେକ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ରେ ଖେଳିଥିଲେ ମଧ୍ୟ ଚାମ୍ପିଅନ ହେବାର ସୌଭାଗ୍ୟ ଅର୍ଜନ କରି ପାରିନାହିଁ। ଜୁନ ୭ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡର ଦି ଓଭାଲରେ ଟେଷ୍ଟ ଫାଇନାଲ ଖେଳିବ ରୋହିତ ବାହିନୀ । ଶେଷ ଥର ପାଇଁ ୨୦୧୩ ମସିହାରେ ଆଇସିସି ଚାମ୍ପିୟନସ୍‌ ଟ୍ରଫି ଜିତିଥିଲା ଭାରତୀୟ ଦଳ । ବିଶ୍ବ ଟେଷ୍ଟ … Continue reading ICC ଟ୍ରଫି ଜିତିବାକୁ ଖେଳାଳି ଆଦୌ ଚାପରେ ନାହାନ୍ତି: ଫାଇନାଲ ପୂର୍ବରୁ ରାହୁଲ ଦ୍ରାବିଡ