ପ୍ଳାଷ୍ଟିକ୍ ଓ ପଲିଥିନ୍ ମୁକ୍ତ କରିବାକୁ ରାଜ୍ୟ ସରକାରଙ୍କ ଅଭିଯାନରେ ପ୍ରମେୟ ଓ ନ୍ୟୁଜ୍ ସେଭେନ୍ ଟିମ୍

Published By : Prameya-News7 Bureau | October 06, 2018 IST

ରାଜ୍ୟର ପ୍ରମୁଖ ସହର ଗୁଡିକରୁ  ପ୍ଳାଷ୍ଟିକ୍ ଓ ପଲିଥିନ୍ ମୁକ୍ତ କରିବାକୁ  ସରକାର ଆରମ୍ଭ କରିଛନ୍ତି   ଅଭିଯାନ ।  ଏହି ଅଭିଯାନରେ ସାମିଲ ହୋଇଛି ପ୍ରମେୟ ଓ ନ୍ୟୁଜ୍ ସେଭେନ୍  ।  ପାର୍ବଣ ଋତୁରେ ପୂଜା ମଣ୍ଡପ ଓ ତୋରଣ ଗୁଡିକରେ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ  ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ମାନଙ୍କୁ  ସଚେତନତା ସହ ସେମାନଙ୍କୁ ସଂକଳ୍ପ ପାଠ କରାଯାଇଛି ।  ଏସଂପର୍କରେ ଏକ  ବୃତ୍ତ ଚିତ୍ର  ପ୍ରମେୟ ନ୍ୟୁଜ୍  ସେଭେନ୍ ର ଭି.ପି ସେଲ୍  ଲିଙ୍ଗରାଜ ଲେଙ୍କା ଉପସ୍ଥାପନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.