oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଭୁବନେଶ୍ୱରରେ ନୀତି ଆୟୋଗର ଟିମ୍‌, ବିଏମ୍‌ସିର ପରିମଳ ଏବଂ ଉନ୍ନତୀକରଣ କାମରେ କଲେ ତଦାରଖ

6/03/2022 at 7:50 AM

ଭୁବନେଶ୍ୱର ୦୬।୦୨ : ଭୁବନେଶ୍ୱରରେ ନୀତି ଆୟୋଗର ଟିମ୍‌ । ଭୁବନେଶ୍ୱର ମହାନଗର ନିଗମର ପରିମଳ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି ନୀତି ଆୟୋଗର ଏହି ଟିମ୍‌ ।

ନୀତି ଆୟୋଗର ସ୍ୱତନ୍ତ୍ର ସଚିବ ଡ଼. କେ କାଜେଶ୍ୱର ରାୟଙ୍କ ନେତୃତ୍ୱରେ ଏହି ଟିମ୍‌ ବିଭିନ୍ନ ବସ୍ତି, ଏମ୍‌ସିସି ବୁଲି ଦେଖିଥିଲେ । ବିଏମ୍‌ସି କମିଶନର ସଂଜୟ ସିଂହ ଏବଂ ମ୍ୟୁନିସପାଲ ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ ଏହି ଟିମ୍‌ରେ ସାମିଲ୍‌ ଥିଲେ । ଟିମ୍‌ ଓ୍ୱାର୍ଡ ନଂ ୧୪ର ମା ମାଙ୍ଗଳା ଆଦର୍ଶ କଲୋନୀ ଏବଂ ୧୨ ଓ୍ୱାର୍ଡ ନିକଟରେ ଥିବା ସୈନିକ ସ୍କୁଲ ଅଞ୍ଚଳ ବୁଲି ଦେଖିଛନ୍ତି ।

ସେହିପରି ବିଏମ୍‌ସିରେ ଥିବା ବିଭିନ୍ନ ବସ୍ତିରେ ଲାଇଟ୍‌, ପାଣି, ପାର୍କ ଉପରେ ମଧ୍ୟ ଅନୁଧ୍ୟାନ୍‌ କରିଛି ଟିମ୍‌ । ଏହା ସହ ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟର ମଧ୍ୟ ବୁଲି ଦେଖିଛନ୍ତି । କିପରି ଆବର୍ଜନାରୁ ମୋ ଖତ ତିଆରି ହେଉଛି । ସେନେଇ ଅନୁଧ୍ୟାନ କରିଥିଲେ । ଏହି ପ୍ରତିନିଧି ଦଳରେ ଅତିରିକ୍ତ ସଚିବ କଲ୍ୟାଣ କୁମାର ରଥ, ବିଏମ୍‌ସି ଡେପୁଟି କମିଶନର ( ପରିମଳ)ଶୁଭେନ୍ଦୁ କୁମାର ସାହୁ, ସିଟି ଇଞ୍ଜିନିୟର ଅରୁଣ କୁମାର ନାଏକ, ବସନ୍ତ କୁମାର ମିଶ୍ର ଯୋଗ ଦେଇଥିଲେ ।

   Related Posts