ଧାମନଗର ଉପ-ନିର୍ବାଚନରେ ବିଜେପିର ହେବ ବିଜୟ : ବିଶେଶ୍ୱର

Published By : Prameya-News7 Bureau | October 22, 2022 IST

କଟକ ୨୨/୧୦: ଧାମନଗର ଉପ ନିର୍ବାଚନରେ ବିଜେପିର ବିଜୟ ନିଶ୍ଚିତ । ବିଜେପି ପ୍ରାର୍ଥୀ ଜିତିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁ।

କଟକରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଧାମନଗର ଉପନିର୍ବାଚନକୁ ନେଇ ପ୍ରତିକ୍ରିୟା ଦେଇ ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ପୂର୍ବରୁ ସେଠାରେ ବିଜେପି ପ୍ରାର୍ଥୀ ସ୍ଵର୍ଗତ ବିଷ୍ଣୁ ସେଠୀ ବିଜୟୀ ହୋଇଥିବା ବେଳେ ଏବେ ତାଙ୍କ ପୁଅ ସୂର୍ଯ୍ୟ ବଂଶୀ ସୂରୁପ ନିର୍ବାଚନ ଲଢୁଛନ୍ତି ଆଉ ନିର୍ବାଚନରେ ନିଶ୍ଚିତ ବିଜୟୀ ହେବେ ବୋଲି କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.