ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଭିଭାଷଣ...

Published By : Prameya-News7 Bureau | February 01, 2020 IST

ନୂଆଦିଲ୍ଲୀ୧/୨: ସଂସଦରେ ନିଜର ଅଭିଭାଷଣ ରଖିଛନ୍ତି ନିର୍ମଳା ସୀତାରମଣ। ମାତ୍ର ବଜେଟ୍‌ରେ କଣ ରହିଛି ତାହାକୁ ନେଇ ସମସ୍ତେ ଆଶାବାଦୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ସଦସ୍ୟମାନେ ସଂସଦରେ ଉପସ୍ଥିତ ରହିଛନ୍ତି। ନିର୍ମଳା ପ୍ରଥମେ ନିଜର ଅଭିଭାଷଣ ରଖିଛନ୍ତି। ମୋଦିଙ୍କ ସରକାରକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ଅର୍ଥନୈତିକ କ୍ଷେତ୍ରରେ ବେଶ ଭଲ ଅଛି ବୋଲି ନିର୍ମଳା ଅର୍ଥମନ୍ତ୍ରୀ କହିଛନ୍ତି।

wp:core-embed/twitter {"url":"https://twitter.com/ANI/status/1223480474795835394?s=20","type":"rich","providerNameSlug":"twitter","className":""}
https://twitter.com/ANI/status/1223480474795835394?s=20
/wp:core-embed/twitter

ଏଥିସହ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ପ୍ରଶଂସା କରିଛନ୍ତି। କେଉଁ କେଉଁ ଦିଗରେ ମୋଦି ସରକାର ସଫଳତା ଅର୍ଜନ କରିଛି। ସେହି ସଂପର୍କରେ ନିର୍ମଳା ସୀତାରମଣ ନିଜର ଅଭିଭାଷଣରେ କହିଛନ୍ତି। ଜିଏସ୍‌ଟି ଓ ଜିଡିପି ସଂପର୍କରେ ସଦସ୍ୟଙ୍କୁ ଅବଗତ କରିଛନ୍ତି ନିର୍ମଳା ସୀତାରମଣ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.