NIRF-୨୦୨୨ ରାଙ୍କିଙ୍ଗ, ୨୬ ତମ ସ୍ଥାନରେ ସୋଆ

Published By : Prameya-News7 Bureau | June 05, 2023 IST

ନୂଆଦିଲ୍ଲୀ ୦୫। ୦୬ : NIRF-2023 ତାଲିକା ପ୍ରକାଶ ପାଇଛି । ଦେଶର ଟପ୍ ୧୦୦ ତାଲିକାରେ ୨୬ତମ ସ୍ଥାନରେ ରହିଛି ସୋଆ। ଦିଲ୍ଲୀ ଅମ୍ବେଦକର ଭବନରେ ପ୍ରକାଶ ପାଇଛି NIRF-2023 ରାଙ୍କିଂ ଲିଷ୍ଟ ।

{"id":798472,"sizeSlug":"full","linkDestination":"none"}

ସେହିପରି ଏହି ତାଲିକାରେ ଟପ୍-୧୦୦ରେ ଉତ୍କଳ ବିଶ୍ୱବିଦ୍ୟାଳୟ ରହିଛି । ଏହି ତାଲିକରେ ୯୩ ତମ ସ୍ଥାନରେ ଉତ୍କଳ ବିଶ୍ୱବିଦ୍ୟାଳୟ ରହିଛି । ରିସର୍ଚ୍ଚରେ ଟପ୍ ୫୦ରୁ ୪୯ ତମ ସ୍ଥାନରେ ରହିଛି ସୋଆ। ଅନ୍ୟପଟେ ଇଞ୍ଜିନିୟରିଂରେ ଟପ୍ ୧୦୦ରୁ ୨୭ତମ ସ୍ଥାନରେ ସୋଆ, ମ୍ୟାନେଜମେଣ୍ଟରେ ଟପ୍ ୧୦୦ରୁ ୫୭ତମ ସ୍ଥାନରେ ସୋଆ, ମେଡିକାଲରେ ଟପ୍ ୫୦ରୁ ୧୬ତମ ସ୍ଥାନରେ ସୋଆ, ଡେଣ୍ଟାଲରେ ଟପ୍ ୪୦ରୁ ୯ ନମ୍ଵର ସ୍ଥାନରେ ସୋଆ, ଲ’ରେ ଟପ୍ ୩୦ରୁ ୮ ନମ୍ଵର ସ୍ଥାନରେ ରହିଛି ସୋଆ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.