scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

NIRF-୨୦୨୨ ରାଙ୍କିଙ୍ଗ, ୨୬ ତମ ସ୍ଥାନରେ ସୋଆ

5/06/2023 at 1:40 PM

ନୂଆଦିଲ୍ଲୀ ୦୫। ୦୬ : NIRF-2023 ତାଲିକା ପ୍ରକାଶ ପାଇଛି । ଦେଶର ଟପ୍ ୧୦୦ ତାଲିକାରେ ୨୬ତମ ସ୍ଥାନରେ ରହିଛି ସୋଆ। ଦିଲ୍ଲୀ ଅମ୍ବେଦକର ଭବନରେ ପ୍ରକାଶ ପାଇଛି NIRF-2023 ରାଙ୍କିଂ ଲିଷ୍ଟ ।

ସେହିପରି ଏହି ତାଲିକାରେ ଟପ୍-୧୦୦ରେ ଉତ୍କଳ ବିଶ୍ୱବିଦ୍ୟାଳୟ ରହିଛି । ଏହି ତାଲିକରେ ୯୩ ତମ ସ୍ଥାନରେ ଉତ୍କଳ ବିଶ୍ୱବିଦ୍ୟାଳୟ ରହିଛି । ରିସର୍ଚ୍ଚରେ ଟପ୍ ୫୦ରୁ ୪୯ ତମ ସ୍ଥାନରେ ରହିଛି ସୋଆ। ଅନ୍ୟପଟେ ଇଞ୍ଜିନିୟରିଂରେ ଟପ୍ ୧୦୦ରୁ ୨୭ତମ ସ୍ଥାନରେ ସୋଆ, ମ୍ୟାନେଜମେଣ୍ଟରେ ଟପ୍ ୧୦୦ରୁ ୫୭ତମ ସ୍ଥାନରେ ସୋଆ, ମେଡିକାଲରେ ଟପ୍ ୫୦ରୁ ୧୬ତମ ସ୍ଥାନରେ ସୋଆ, ଡେଣ୍ଟାଲରେ ଟପ୍ ୪୦ରୁ ୯ ନମ୍ଵର ସ୍ଥାନରେ ସୋଆ, ଲ’ରେ ଟପ୍ ୩୦ରୁ ୮ ନମ୍ଵର ସ୍ଥାନରେ ରହିଛି ସୋଆ।

   Related Posts