ବୈଠକ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରେସ୍ମିଟ୍
22/04/2018 at 11:43 AM

ବୈଠକ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରେସ୍ମିଟ୍
କହିଲେ- କଂଗ୍ରେସ ବସିଲେ ଓଡିଶା ହସିବ, କଂଗ୍ରେସ ଦୁର୍ବଳ ଥିବାରୁ, ଆଞ୍ଚଳିକ ଦଳ ଓ ବିଜେପି ଆଗେଇଛନ୍ତି, କଂଗ୍ରେସକୁ ସୁଦୃଢ଼ କରିବାକୁ ବହୁ କଠିନ ପରିଶ୍ରମ କରିବାକୁ ପଡ଼ିବ
ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ କହିଲେ – ଟିକେଟ ଦେବାବେଳେ ଯୁବକ ଓ ମହିଳାଙ୍କୁ ଦିଆଯିବ ପ୍ରାଧାନ୍ୟ
Related Posts
କାର୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
1 June 2023