ସିବିଆଇର ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଲେ ନିରଞ୍ଜନ ପଟ୍ଟନାୟକ
24/10/2018 at 1:47 PM

ଭୁବନେଶ୍ୱର ୨୪/୧୦ : ସିବିଆଇର ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଲେ ନିରଞ୍ଜନ ପଟ୍ଟନାୟକ | ଓଡିଶାରେ ଅପରାଧିକ ମାମଲାର ଇନଭେସ୍ଟିଗେସନ ପାଇଁ ସିବିଆଇକୁ ମ୍ୟାନେଜ କରାଯାଇଥିଲା | ଯେଉଁଥିପାଇଁ ଚିଟଫଣ୍ଡ ତଦନ୍ତରେ ବଡ ସଫଳତା ମିଳିଲା ନାହିଁ ବୋଲି ସେ ତାଚ୍ଛଲ୍ୟ କରି କହିଛନ୍ତି | ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ | ଏବେ ନାଗେଶ୍ବର ରାଓଙ୍କୁ ଦାୟିତ୍ବ ଦିଆଯାଇଛି | ସେ ସିବିଆଇର ସମ୍ମାନ ରଖୁଛନ୍ତି କି ନାହିଁ ତାହା ଦେଖିବା କଥା ବୋଲି ସେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି |
Related Posts
ଓଡ଼ିଶା ଆସିବେ ଅମିତ୍ ଶାହା, ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ
8 February 2023