AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ଟାଙ୍ଗୀ ନିରାକାରପୁର କଲେଜରେ ଛାତ୍ର ଅଶାନ୍ତି

26/09/2018 at 3:15 PM

ଖୋର୍ଦ୍ଧା ୨୬|୯: ଟାଙ୍ଗୀ ନିରାକାରପୁର କଲେଜରେ ଛାତ୍ର ଅଶାନ୍ତି ଦେଖାଦେଇଛି । କଲେଜ ଗେଟରେ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ । ଏହା ସହ ଗେଟ୍ ସମ୍ମୁଖରେ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କଲେଜକୁ ସ୍ବୟଂ ଶାସିତ କରିବାକୁ ଦାବି କରି ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏଥି ସହ କଲେଜ ନାଁରେ ନିଜସ୍ବ ଜାଗା ରେକର୍ଡ ଦେଖାଇବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି ।

   Related Posts