ଟାଙ୍ଗୀ ନିରାକାରପୁର କଲେଜରେ ଛାତ୍ର ଅଶାନ୍ତି
26/09/2018 at 3:15 PM

ଖୋର୍ଦ୍ଧା ୨୬|୯: ଟାଙ୍ଗୀ ନିରାକାରପୁର କଲେଜରେ ଛାତ୍ର ଅଶାନ୍ତି ଦେଖାଦେଇଛି । କଲେଜ ଗେଟରେ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ । ଏହା ସହ ଗେଟ୍ ସମ୍ମୁଖରେ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କଲେଜକୁ ସ୍ବୟଂ ଶାସିତ କରିବାକୁ ଦାବି କରି ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏଥି ସହ କଲେଜ ନାଁରେ ନିଜସ୍ବ ଜାଗା ରେକର୍ଡ ଦେଖାଇବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି ।
Related Posts
ଖାଇବା ବେଳେ ବଚସା, ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବୋମାମାଡ଼
6 February 2023
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023