ଅବକାରୀ ଚଢ଼ଉ: ୯ହଜାର ୨୦୦ଲିଟର ଦେଶୀ ମଦ ଜବତ; ୧୦ ଗିରଫ
30/12/2022 at 10:37 PM

ଆଠମଲ୍ଲିକ ୩୦/୧୨: ଶୁକ୍ରବାର ବିପୁଳ ପରିମାଣର ଅବକାରୀ ସାମଗ୍ରୀ ନଷ୍ଟ କରିବାରେ ଆଠମଲ୍ଲିକ ଅବକାରୀ ବିଭାଗ ସଫଳ ହେଇଛି। ଖବର ଅନୁସାରେ ଅନୁସାରେ, ଚଢ଼ଉରେ ଆଠମଲ୍ଲିକ ଓ ମଧପୁରରୁ ୬ ମହିଳା, ୪ ପୁରୁଷ ଏପରି ଦଶ ଜଣଙ୍କ ପାଖରୁ ୬୮୦ ଲିଟର ଦେଶୀ ମଦ ଜବତ କରାଯାଇଛି। ସେହିପରି ଚଢ଼ଉରୁ ମିଳିଥିବା ୯ହଜାର୨୦୦ କେଜି ମହୁଲ ପୋଚକୁ ମଧ୍ୟ ନଷ୍ଟ କରାଯାଇଛି। ଗିରଫ ୧୦ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରାଯାଇ ଜେଲକୁ ପଠା ଯାଇଛି।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023