ନିମଖଣ୍ଡିର ନୂତନ ଥାନା ଉଦଘାଟନୀ, ଭର୍ଚୁଆଲରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ
9/01/2023 at 10:35 AM

ବ୍ରହ୍ମପୁର ୦୯/୦୧: ଆଜି ନିମଖଣ୍ଡିର ନୂତନ ଥାନା ଉଦଘାଟନୀ । ଅପରାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିମଖଣ୍ଡି ନୂତନ ଥାନାକୁ ଭରଚୁଆଲ ମାଧ୍ୟମରେ ଉଦଘାଟନ କରିବେ ।
ନୂତନ ଥାନା ପାଇଁ ଜମି ଚିହ୍ନଟ ହୋଇ ନୂତନ କୋଠା ନିର୍ମାଣ ହେବା ପର୍ଯ୍ୟନ୍ତ ପୁରୁଣା ମହିଳା ଥାନା କୋଠାରେ ଚାଲିବ ନିମଖଣ୍ଡି ଥାନା । ଗଞ୍ଜାମ ପୋଲିସ ଜିଲ୍ଲାର ବେଗୁନିଆପଡା ଥାନା ମଧ୍ୟ ଆଜି ଉଦଘାଟନ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି ।
Related Posts
ଇଂଲିସ୍ ମିଡିୟମ୍ ସ୍କୁଲ୍ରେ ବିସ୍ଫୋରଣ; ୩ ଛାତ୍ର ଗୁରୁତର
1 February 2023
ବନ ବିଭାଗ ଓ ପୋଲିସର ମିଳିତ ଚଢ଼ଉ; କଲରାପତରିଆ ବାଘଛାଲ ଜବତ
1 February 2023