ରଥଯାତ୍ରା ପାଇଁ ଚଳଚଞ୍ଚଳ ନୀଳଗିରି, ଲାଗିଛି ଭକ୍ତଙ୍କ ଭିଡ଼

Published By : Prameya-News7 Bureau | July 03, 2022 IST

ନୀଳଗିରି ୦୩।୦୭: ରଥଯାତ୍ରା ପାଇଁ ଚଳଚଞ୍ଚଳ ନୀଳଗିରି । ବାଲେଶ୍ୱର ଜିଲ୍ଲା ନୀଳଗିରିରେ ତିନିଦିନ ଧରି ନିଆରା ଢ଼ଙ୍ଗରେ ରଥଯାତ୍ରା ପାଳନ ହୋଇଥାଏ। ଶୁକ୍ରବାର ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡି ହୋଇ ରଥାରୂଢ ପରେ ଶନିବାର ରଥଟଣା ହୋଇଥିଲା । ଏବେ ଅଧରାସ୍ତାରେ ଅଟକି ରହିଛନ୍ତି ମହାପ୍ରଭୁ। ପରମ୍ପରା ଅନୁସାରେ ରବିବାର  ପୁଣି ରଥଟଣା ହୋଇ ଜନ୍ମବେଦିରେ ପହଞ୍ଚିବେ ତିନିଠାକୁର। ସକାଳୁ ସକାଳୁ ଭକ୍ତମାନେ ରଥ ଉପରକୁ ଯାଇ ପୁଜାର୍ଚନା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.