ନୀଳଗିରି ଦୁଷ୍କର୍ମ ମାମଲାରେ ବିଧାୟକଙ୍କ ପୁତୁରା ସମ୍ପୃକ୍ତି ଥିବା ଅଭିଯୋଗ
16/04/2018 at 9:49 AM

ନୀଳଗିରି ଦୁଷ୍କର୍ମ ମାମଲାରେ ବିଧାୟକଙ୍କ ପୁତୁରା ସମ୍ପୃକ୍ତି ଥିବା ଗୃହରେ ଅଭିଯୋଗ ଆଣିଛନ୍ତି ରେମୁଣା ବିଜେପି ବିଧାୟକ
“ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ” – ଗୋବିନ୍ଦ ଚନ୍ଦ୍ର ଦାସ
ଜବାବ ରଖିଲେ ନୀଳଗିର ବିଧାୟକ – ” ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ “
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023