ବିଦ୍ୟୁତ କାଟ୍ ନେଇ JEଙ୍କୁ ଆକ୍ରମଣ, ମୁଣ୍ଡ ଏବଂ ଛାତିରେ ଲାଗିଛି ଗଭୀର ଆଘାତ
ନୀଳଗିରି ୨୯।୦୫ : ଇଲେକ୍ଟ୍ରିକ ଏରିଆ ମ୍ୟାନେଜରଙ୍କୁ ମରଣାନ୍ତକ ଆକ୍ରମଣ। ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳର କାର୍ଯ୍ୟରତ ଏରିଆ ମ୍ୟାନେଜରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଖବର ଅନୁଯାୟୀ, ରବିବାର ରାତିରେ ନୀଳଗିରି NAC ୫ନମ୍ବର ୱାର୍ଡ ବରିସାହିରେ ବିଦ୍ୟୁତ ଲାଇନ୍ ଗୋଟିଏ ଫେଜ ନଥିଲା। ସେହି ଅଞ୍ଚଳରେ ଘଟଣାକୁ ନେଇ ଅଭିଯୋଗ କଲେ ମଧ୍ୟ ବିଦ୍ୟୁତ ବିଭାଗ କର୍ଣପାତ ନକରିବାରୁ କାର୍ଯ୍ୟରତ ଏରିଆ ମ୍ୟାନେଜର ପାର୍ଥ ସାରଥୀ … Continue reading ବିଦ୍ୟୁତ କାଟ୍ ନେଇ JEଙ୍କୁ ଆକ୍ରମଣ, ମୁଣ୍ଡ ଏବଂ ଛାତିରେ ଲାଗିଛି ଗଭୀର ଆଘାତ
Copy and paste this URL into your WordPress site to embed
Copy and paste this code into your site to embed