ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ଠାକୁର ନିଗମାନନ୍ଦଙ୍କ ୭୨ତମ ପ୍ରାଦେଶିକ ଭକ୍ତ ସମ୍ମିଳନୀ: ସାମିଲ ହେଲେ ସାଧୁ, ସନ୍ଥ ଓ ସନ୍ୟାସୀ

7/02/2023 at 2:26 PM

ପଦ୍ମପୁର ୦୭/୦୨: ବରଗଡ଼ ମେଲଛାମୁଣ୍ଡାରେ ଚାଲିଥିବା ଠାକୁର ନିଗମାନନ୍ଦ ସରସ୍ୱତୀ ଦେବଙ୍କ ୭୨ ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ ଶେଷ ହୋଇଛି । ସାଧୁ,ସନ୍ଥ,ସନ୍ୟାସୀ,ଭକ୍ତ ଓ ଗୁରୁଙ୍କର ମହାମିଳନର ପର୍ବ ।

ଭଗବତ ଜ୍ଞାନର ଆଲୋଚନା, ସତ ଶିକ୍ଷା, ସନାତନ ଧର୍ମର ରକ୍ଷା, ଜିବେ ଦୟା ଆଦର୍ଶ ଗୃହସ୍ଥ ଜୀବନ କରି ସଂସାରକୁ ସୁଖମୟ କରିବାର ଦିଗ୍ଦର୍ଶନ ଦେଉଛି ସ୍ୱାମୀ ନିଗମାନନ୍ଦଙ୍କ ଭକ୍ତ ସମ୍ମିଳନୀ । ଦୀର୍ଘ ତିନି ଦିନ ଧରି ହଜାର ହଜାର ଭକ୍ତଙ୍କ ସମାବେଶ ସହ ଭକ୍ତିମୟ ପରିବେଶ ପାଲଟିଥିଲା ଆଦିବାସୀ ଅଦୁଷିତ ମେଲଛାମୁଣ୍ଡା ଅଞ୍ଚଳ ।

ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଦେବଙ୍କ ଭକ୍ତ ସମ୍ମିଳନୀ ରେ ସଙ୍ଗୀତ ଗାନ, ସ୍ତୋତ୍ର ବନ୍ଦନା, ଆରତି, ଜୟଗୁରୁ ନାମ ସଂକୀର୍ତ୍ତନ ପରେ ମହିଳା ଅଧିବେଶନ ହୋଇଥିଲା । ସାଧାରଣ ସଭା ଭାବ ବିନିମୟ ତ୍ରୁଟି ବିଚ୍ୟୁତି ପରେ ବିଦାୟୀ ପ୍ରାର୍ଥନା ପରେ ସରିଛି ୭୨,ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ ।

   Related Posts