ଜୟପୁର ପଥର କ୍ୱାରୀ ଟ୍ରାଜେଡି ! ନ୍ୟୁଜ7 ଷ୍ଟିଙ୍ଗ୍ ଅପରେସନ ପରେ ତାରା ବାହିନୀପତିଙ୍କ ପ୍ରତିକ୍ରିୟା
12/06/2018 at 8:38 AM

ଡିଡି ବିଲଡର ଓ ନେତାଙ୍କ ମଧୁଚନ୍ଦ୍ରିକା ପ୍ରସଙ୍ଗ
ନ୍ୟୁଜ7 ଷ୍ଟିଙ୍ଗ୍ ଅପରେସନ ପରେ ତାରା ବାହିନୀପତିଙ୍କ ପ୍ରତିକ୍ରିୟା-‘DD ବିଲଡରଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ…କସ୍ମିନକାଳେ ସଂସ୍ଥାଠାରୁ ଟଙ୍କାଟିଏ ନେଇ ନାହିଁ…ତହସିଲଦାର DD ବିଲଡରକୁ କେମିତି ବ୍ଲାଷ୍ଟିଂ ଅନୁମତି ଦେଲେ ?…ତହସିଲଦାର ଓ DD ବିଲଡର ବିରୋଧରେ ତଦନ୍ତ କରାଯାଉ’