News7 ଷ୍ଟିଙ୍ଗ ଅପରେସନ ପରେ ରବି-ତାରା ମୁହାଁମୁହିଁ
13/06/2018 at 8:37 AM

ପଥର କ୍ୱାରୀ ପାଇଁ ଅନୁମତି ଦିଆଯିବା ଘଟଣାରେ ପ୍ରଶାସନ ଉପରେ ବର୍ଷିଲେ ବିଧାୟକ ତାରା ପ୍ରସାଦ ବାହିନୀପତି | ଜୟପୁର ତହସିଲଦାରଙ୍କ ବହିଷ୍କାର ସହ ଗିରଫ ଦାବି କରିଛନ୍ତି ବିଧାୟକ | ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ରବି ନନ୍ଦଙ୍କ ସୁପାରିଶରେ ଜୟପୁରରେ ତହସିଲଦାର ନିଯୁକ୍ତି ହେଇଥିବା ଅଭିଯୋଗ କରିଛନ୍ତି ତାରା | ତାରାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ରବି ନନ୍ଦ |
Related Posts
କାର୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
1 June 2023