oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

‘ନୀଳାଦ୍ରି ବିଜେ’ ଅବସରରେ ନ୍ୟୁଜ୍ ୭ ପ୍ରସ୍ତୁତ କଲା ଆଉ ୨ଟି ଓଡିଆ ଭଜନ- ‘ବଡଦାଣ୍ଡ କାନ୍ଦେ କଇଁକଇଁ’ ଓ ‘ଏତେ ଅଭିମାନ କିଆଁ’

23/07/2021 at 1:13 PM

ଭୁବନେଶ୍ବର ୨୩।୭: ମହାପ୍ରଭୁଙ୍କ ‘ନୀଳାଦ୍ରି ବିଜେ’ ପରିପ୍ରେକ୍ଷୀରେ ‘ସୁମା ରିୟଲ ମିଡିଆ ପ୍ରାଇଭେଟ୍ ଲିମିଟେଡ୍’ ଓ ‘ନ୍ୟୁଜ୍ ୭’ ପ୍ରସ୍ତୁତ କରିଛି ଆଉ ଦୁଇଟି ଭାବ ଭକ୍ତିପୂର୍ଣ୍ଣ ଓଡ଼ିଆ ଭଜନ । ଗୀତ ଦୁଇଟି ହେଲା ‘ବଡ଼ଦାଣ୍ଡ କାନ୍ଦେ କଇଁକଇଁ’ ଓ ‘ଏତେ ଅଭିମାନ କିଆଁ’ । ଗୀତ ଦୁଇଟିର ଗୀତିକାର ହେଲେ ବିଜୟ କୁମାର ମହାନ୍ତି । ‘ବଡ଼ଦାଣ୍ଡ କାନ୍ଦେ କଇଁକଇଁ’ ଗୀତଟି ଗାଇଛନ୍ତି ଓଡ଼ିଶାର ସ୍ବନାମଧନ୍ୟ କଣ୍ଠଶିଳ୍ପୀ ପିନାକୀ ନାୟକ  । ‘ଏତେ ଅଭିମାନ କିଆଁ’ ଗୀତଟି ଗାଇଛନ୍ତି ମନ୍ମଥ ମିଶ୍ର, କ୍ରୀଷ୍ଣା ମିଶ୍ର ଓ ପିନାକୀ ନାୟକ ।

ସୁନୀଲ ଦାସଙ୍କ ପ୍ରଯୋଜନାରେ ଏହା ପ୍ରସ୍ତୁତ ହୋଇଛି । ଏହି ଗୀତ ଦୁଇଟି ଦର୍ଶକମାନେ ନ୍ୟୁଜ ୭ରେ ଦେଖିବାକୁ ପାଇବେ । ଏହା ମଧ୍ୟ ନ୍ୟୁଜ୍ ୭ ୟୁଟ୍ୟୁବ ଚ୍ୟାନେଲରେ ଦେଖିବାକୁ ମିଳିବ । ଯୁବ ପୀଢିଙ୍କୁ ଭକ୍ତି ଗୀତ ପ୍ରତି ଆକର୍ଷିତ କରିବା ସହ, ଏହା ସବୁ ବର୍ଗର ଶ୍ରୋତା ଓ ଦର୍ଶକଙ୍କ ମନ ଛୁଇଁ ପାରିବ ।

   Related Posts