ଭଦ୍ରକରେ ବେକରେ ରାଶି ଲଗାଇ ନବ ଦମ୍ପତିଙ୍କ ଆତ୍ମହତ୍ୟା ; କାରଣ ଅସ୍ପଷ୍ଟ
21/10/2018 at 12:36 PM

ଭଦ୍ରକ ୨୧/୧୦ : ଭଦ୍ରକ ବାସୁଦେବପୁର ଥାନା ସୁଆଁ ଗାଁରେ ଅଘଟଣ | ବେକରେ ରଶି ଲଗାଇ ନବ ଦମ୍ପତିଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଛି | ମୃତକ ହେଲେ ରଞ୍ଜନ ମଲ୍ଲିକ ଓ ଗୀତା ମଲ୍ଲିକ | ଶୋଇବା ଘରୁ ମିଳିଲା ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି | ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି | ପୋଲିସ ଘଟଣାସ୍ଥଳରେ ଏବେ ଯାଏଁ ପହଂଚିନି | ପୋଲିସ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ କଲାପରେ ସତ ସାମ୍ନାକୁ ଆସିବ |
Related Posts
ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୪୬ ବଖରା ଘର; ବାସହୀନ ୨୨ ପରିବାର
2 February 2023
ବଦଳିଲା ନାଁ: ଓଡ଼ିଶା ଅଗ୍ନିଶମ ସହ ଯୋଡ଼ିହେଲା ଜରୁରୀ କାଳୀନ ସେବା
2 February 2023
ଜିଲ୍ଲା ଚିକିତ୍ସାଳୟର ପ୍ରସୂତି ୱାର୍ଡରୁ ନକଲି ଡାକ୍ତର ଗିରଫ
2 February 2023