ପାରଳାଖେମୁଣ୍ଡି ମହେନ୍ଦ୍ରାତନୟା ନଦୀରେ ନିର୍ମିତ ବ୍ରିଜ୍ ରେ ଫାଟ
10/06/2018 at 10:44 AM

ପାରଳାଖେମୁଣ୍ଡି ମହେନ୍ଦ୍ରାତନୟା ନଦୀରେ ନିର୍ମିତ ବ୍ରିଜ୍ ରେ ଫାଟ … ନିର୍ମାଣକୁ ଲାଗିଲା ୧୦ ବର୍ଷ, ଉଦଘାଟନର ମାତ୍ର ୨ ମାସରେ ଫାଟ ଦେଖି ଲୋକଙ୍କ ମଧ୍ୟରେ ଅସନ୍ତୋଷ … ପ୍ରତିକ୍ରିୟାରେ ବିଜ୍ଞାନ ପାଠ ପଢାଉଛନ୍ତି ଯନ୍ତ୍ରୀ …