ତିନି ନବଜାତ ଭାଲୁ ଛୁଆ ଉଦ୍ଧାର
3/08/2019 at 9:50 AM

କଳାହାଣ୍ଡି ୩|୮: କଳାହାଣ୍ଡି ସହରୀ ବନୀକରଣ ଆଚଂଳରେ ତିନୋଟି ନବଜାତ ଭାଲୁ ଛୁଆ ଉଦ୍ଧାର ହୋଇଛନ୍ତି । ଜୟପାଟଣା ଚଚଂରା ପଡାଠାରୁ ନବଜାତ ଭାଲୁ ଛୁଆଙ୍କୁ ଉଦ୍ଧାର କରାଯାଇଛି । ଶୌଚ ପାଇଁ ଯାଇଥିବା ବେଳେ ଭାଲୁଛୁଆଙ୍କୁ ଦେଖିଥିଲେ ଲୋକେ । ଲୋକଙ୍କ ସୂଚନା ଆଧାରରେ ବନ ବିଭାଗ ନବଜାତ ଛୁଆଙ୍କୁ ଜଗିଥିବା ବେଳେ ସଂପୃକ୍ତ ଅଞ୍ଚଳକୁ ଲୋକଙ୍କ ଯାତାୟତ ବନ୍ଦ କରାଯାଇଛି ।
Related Posts
କାଣୀ ନଦୀରେ ଦୁଇଟି ଘାଇ ସୃଷ୍ଟି, ୪୦ଟି ଗାଁ ପ୍ରଭାବିତ ହେବା ଆଶଙ୍କା
15 August 2022