ବାଉଁଶବୁଦା ମୂଳରୁ ନବଜାର ଶିଶୁ କନ୍ୟା ଉଦ୍ଧାର
5/06/2018 at 9:25 AM

ପୁଣି ଅଲୋଡା ଶିଶୁକନ୍ୟା । ବାଉଁଶବୁଦା ମୂଳରୁ ନବଜାର ଶିଶୁ କନ୍ୟା ଉଦ୍ଧାର । ଯାଜପୁର ଧର୍ମଶାଳା ଥାନା ସାଲେପୁର ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଯାଜପୁର ଶିଶୁ ସୁରକ୍ଷା ୟୁନିଟ ନବଜାତକକୁ ଉଦ୍ଧାର କରି ଧର୍ମଶାଳା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଭେଣ୍ଟିଲେଟରରେ ଅଛି ଶିଶୁ କନ୍ୟା | ଧର୍ମଶାଳା ଥାନାରେ ମାମଲା ରୁଜ୍ଜୁ କରାଯାଇଛି |
Related Posts
କୁଟୁରା ମାରିବା ଅଭିଯୋଗରେ ଶିକାରୀ ଗିରଫ
23 March 2023
ବିଦ୍ୟୁତ୍ ଖୁଣ୍ଟରେ ପିଟିହେଲା ଅଟୋ; ଚାଲିଗଲା ଶିଶୁପୁତ୍ରର ଜୀବନ
23 March 2023