ନବଜାତ ଶିଶୁର ଗଳିତ ମୃତଦେହ ଉଦ୍ଧାର, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଗଜପତି ୧୮।୯: ନବଜାତ ଶିଶୁର ଗଳିତ ମୃତଦେହ ଉଦ୍ଧାର ହୋଇଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଆବର୍ଜନାପୂର୍ଣ୍ଣ ଅଞ୍ଚଳରୁ ନବଜାତ ଶିଶୁର ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ । ସୂଚନାଯୋଗ୍ୟ ଯେ, ସୋମବାର ସକାଳୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ବଜାରର ମୁଖ୍ୟ ଗଳି ନିକଟରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି । ଗୋଟିଏ ଦୋକାନ ନିକଟ ଆବର୍ଜନାପୂର୍ଣ୍ଣ ଖାଲି ସ୍ଥାନରେ ଗୋଟିଏ ନବଜାତ … Continue reading ନବଜାତ ଶିଶୁର ଗଳିତ ମୃତଦେହ ଉଦ୍ଧାର, ସିସିଟିଭି ଯାଞ୍ଚ କରୁଛି ପୋଲିସ