ଛୁଟି କାଟୁଛନ୍ତି ଆଦିତ୍ୟ ରୟ କାପୁର ଏବଂ ଅନନ୍ୟା ପାଣ୍ଡେ, ଲିକ୍ ହେଲା ଲଭବାର୍ଡଙ୍କ ଭ୍ୟାକେସନ ଫଟୋ

ମୁମ୍ୱାଇ ୧୮/୦୭: ଆଜି କାଲି ବଲିଉଡ୍‌ର ହଟ୍ ଯୋଡି ଆଦିତ୍ୟ ରୟ କାପୁର ଏବଂ ଅନନ୍ୟା ପାଣ୍ଡେଙ୍କୁ ନେଇ ଥମୁନି ଚର୍ଚ୍ଚା । ଏବେ ସେ ହେଡଲାଇନର ସର୍ବାଗ୍ରେ । ଉଭୟଙ୍କ ଡେଟିଂ ଖବର ଦୀର୍ଘ ସମୟ ଧରି ଆସୁଥିଲା । କିନ୍ତୁ ବର୍ତ୍ତମାନ ଉଭୟଙ୍କ ଭ୍ୟାକେସନ ଫଟୋ ସେମାନଙ୍କ ସମ୍ପର୍କକୁ କନ୍‌ଫର୍ମ କରିଛି । ଆଦିତ୍ୟ ଏବଂ ଅନନ୍ୟା ଏକ ଛୁଟି ପାଇଁ ଯାଇଛନ୍ତି ଯେଉଁଠାରୁ ସେମାନଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । … Continue reading ଛୁଟି କାଟୁଛନ୍ତି ଆଦିତ୍ୟ ରୟ କାପୁର ଏବଂ ଅନନ୍ୟା ପାଣ୍ଡେ, ଲିକ୍ ହେଲା ଲଭବାର୍ଡଙ୍କ ଭ୍ୟାକେସନ ଫଟୋ