ଲଞ୍ଚ୍ ହେଲା ଟିମ୍‌ ଇଣ୍ଡିଆର ନୂଆ ଜର୍ସି, କ୍ରିକେଟ୍‌ର ୩ ଫର୍ମାଟ୍ ପାଇଁ ଅଲଗା ଅଲଗା ଭାବେ ତିଆରି ହୋଇଛି

ମୁମ୍ବାଇ: ଲଞ୍ଚ୍ ହେଲା ଟିମ୍ ଇଣ୍ଡିଆର ନୂଆ ଜର୍ସି। କ୍ରିକେଟ୍‌ର ତିନୋଟି ଫର୍ମାଟ୍‌ ପାଇଁ ଅଲଗା ଅଲଗା ଜର୍ସି ଲଞ୍ଚ୍ କରିଛି ଭାରତୀୟ କ୍ରିକେଟ୍‌ ଟିମ୍‌ର ନୂଆ କିଟ୍‌ ସ୍ପନ୍ସର। ଆଇସିସି ଟେଷ୍ଟ ଚାମ୍ପିୟନସ୍ପିର୍‌ ପୂର୍ବରୁ ଏଡିଡାସ ଭାରତୀୟ କ୍ରିକେଟ୍ ଟିମ୍‌ର ଜର୍ସି ଉପରୁ ପରଦା ହଟାଇଛି। ଏବେଠାରୁ ଭାରତୀୟ ଖେଳାଳି ଏହି ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବେ। ଜୁନ ୭ ତାରିଖରେ ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆ ବିରୋଧରେ  WTC ଫାଇନାଲ୍‌ରେ ଏହି ଜର୍ସି ପିନ୍ଧି ଖେଳିବ। … Continue reading ଲଞ୍ଚ୍ ହେଲା ଟିମ୍‌ ଇଣ୍ଡିଆର ନୂଆ ଜର୍ସି, କ୍ରିକେଟ୍‌ର ୩ ଫର୍ମାଟ୍ ପାଇଁ ଅଲଗା ଅଲଗା ଭାବେ ତିଆରି ହୋଇଛି